April 29, 2025

ଗତ ୫ ବର୍ଷରେ ସଡକ ଦୁର୍ଘଟଣା ନେଇଛି ୪୯୪୭ ଜୀବନ, ଗୃହରେ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ସଡକ ଦୁର୍ଘଟଣାରେ କେତେ ବ୍ୟକ୍ତିଙ୍କର ଜୀବନ ଯାଇଛି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ଗତ ୫ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ କେତେ ଜୀବନ ଯାଇଛି, କେଉଁ ବର୍ଷ କେତେ ବ୍ୟକ୍ତିଙ୍କୁ କେତେ ସୋଲାଟିୟମ ଅର୍ଥରାଶି ପ୍ରଦାନ କରାଯାଇଛି , ଏପରିକି ଅଜଣା ଗାଡି ଧକ୍କାରେ କେତେ ବ୍ୟକ୍ତିଙ୍କ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia