April 22, 2025

ଖ୍ରୀଷ୍ଟମାସ ଓ ନୂଆବର୍ଷରେ ଜନଗହଳି ମନା, ଜିରୋ ନାଇଟ ସେଲିବ୍ରେସନକୁ ସରକାରଙ୍କ ନା

ଭୁବନେଶ୍ୱର: ବଡଦିନ ଓ ନୂଆ ବର୍ଷ ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ । ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ ଆସିଲା ଗାଇଡଲାଇନ । ଏଥର ଫିକା ପଡିବ ନୂଆ ବର୍ଷ । ଜାନୁଆରୀ ୧ ତାରିଖରେ ଜିରୋ ନାଇଟ ସେଲିବ୍ରେସନକୁ ମନା କରିଛନ୍ତି ରାଜ୍ୟ ସରକାର । ହୋଟେଲ, କ୍ଲବ, ପାର୍କ, କନଭେନନ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia