April 20, 2025

ଖେରୀ ଘଟଣାକୁ କୃଷକଙ୍କ ଉପରେ ଏକ ଯୋଜନାବଦ୍ଧ ଆକ୍ରମଣ କହିଲେ ରାହୁଲ ଗାନ୍ଧୀ, ଖେରୀ ଯିବାକୁ ୟୁପି ପ୍ରଶାସନରୁ ମିଳିନାହିଁ ଅନୁମତି

ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ଉତ୍ତରପ୍ରଦେଶ ସରଗରମ ରହିଛି । ବୁଧବାର ଦିନ ଏହି ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ କୃଷକମାନଙ୍କ ଉପରେ ଜିପ୍ ଚଢାଇ ଦିଆଯାଉଛି, ସେମାନଙ୍କୁ ହତ୍ୟା କରାଯାଉଛି, ଏହି ଘଟଣାରେ କେନ୍ଦ୍ର ମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କ ନାମ ସାମ୍ନାକୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia