April 22, 2025

ଖୁବ୍ ଶୀଘ୍ର କଂଗ୍ରେସରେ ଯୋଗଦେବେ ପ୍ରଶାନ୍ତ କିଶୋର, ସୋନିଆ ଗାନ୍ଧୀଙ୍କ ସାମ୍ନାରେ ଉପସ୍ଥାପନ କରିବେ 600 ସ୍ଲାଇଡ୍ ପ୍ରେଜେଣ୍ଟେସନ୍

ନୂଆଦିଲ୍ଲୀ : ଆଜିକାଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସର୍ ସାମିଲ ହେବା ନେଇ ଆଲୋଚନା ତୀବ୍ର ହେବାରେ ଲାଗିଛି । ଏହି ପ୍ରସଙ୍ଗରେ ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ହୋଇଛି । ଏହି ପରିପ୍ରେକ୍ଷୀରେ 22 ଅପ୍ରେଲରେ ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ମଧ୍ୟରେ ଆଉ ଥରେ ଆଲୋଚନା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia