ଭୁବେନେଶ୍ୱର:ଖାଦ୍ୟ ଓ ସୁରକ୍ଷା ଯୋଜନାରେ ଓଡ଼ିଶା ରହିଛି ପ୍ରଥମ ସ୍ଥାନରେ ।ଅନେକ ରାଜ୍ୟକୁ ପଛରେ ପକାଇ ସବୁଠୁ ଅଧିକ ବା ଏକ ନମ୍ବରରେ ରହିଛି ଓଡ଼ିଶା । ତେବେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟର ଯୋଜନାକୁ ମଡେଲ ଭାବେ ଗ୍ରହଣ କରାଯାଇଛି । ଏହା ସହ ରାଜ୍ୟ ପ୍ରତ୍ୟକ ଯୋଜନାର ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଯୋଜନା କରାଯାଇଛି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Plan to expand Cuttack ring road into six-lane corridor
Choked main drain plagues Cuttack area with heritage building
Cop alleges harassment by SP