April 30, 2025

କୋରାପୁଟ ଜିଲ୍ଲାରରେ ଆରମ୍ଭ ହେଲା ସ୍ମାର୍ଟମିଟର୍ ସେବା

କୋରାପୁଟ: ଏଥର ରିଚାର୍ଜ ନ କଲେ ଆପଣଙ୍କ ଘର ହେବ ଅନ୍ଧାର । ରିଚାର୍ଚ କଲେ ପାଇପାରିବେ ବଦ୍ୟୁତ୍ ସେବା । ଆଜିକାଲିର ଡିଜିଟାଲ ଯୁଗରେ ସବୁ କିଛି ଆପଣଙ୍କ ହାତରେ ରହୁଛି । କ୍ଷଣିକରେ ସବୁ ସୁବିଧା ଆପଣ ପାଇପାରୁଛନ୍ତି । ଏଣିକି ବିଦ୍ୟୁତ୍ ବିଲ୍ ଜମା କରିବା ପାଇଁ ଆଉ ଆପଣଙ୍କୁ ବିଦ୍ୟୁତ୍ ଅଫିସ୍ ଯିବା ପାଇଁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia