April 22, 2025

କୋଭିଡ କ୍ଷତିପୂରଣ ବାବଦରେ କେନ୍ଦ୍ରକୁ ଘେରିଲେ କଂଗ୍ରେସ ନେତା ଶଶି ଥରୁର, ପଚାରିଲେ – କଣ ସତ

ନୂଆଦିଲ୍ଲୀ : କରୋନାଭାଇରସ୍ ସମ୍ବନ୍ଧୀୟ ମୃତ୍ୟୁର ସରକାରୀ ଆକଳନ ଏବଂ ଆର୍ଥିକ କ୍ଷତିପୂରଣ ପାଇଁ ଆବେଦନ ସଂଖ୍ୟା ମଧ୍ୟରେ କେତେକ ରାଜ୍ୟରେ ମିଳୁଥିବା ଅସଙ୍ଗତିକୁ ନେଇ କଂଗ୍ରେସ ନେତା ଶଶି ଥରୁର ଶୁକ୍ରବାର ଦିନ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିଜେପି ଶାସିତ ଗୁଜୁରାଟକୁ ହାଇଲାଇଟ୍ କରି କେରଳ ସାଂସଦ କହିଛନ୍ତି ଯେ ଆନୁଷ୍ଠାନିକ ଭାବେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia