April 22, 2025

କୋବିଡ ସ୍ଥିତିରେ ପଞ୍ଚାୟତ ନିର୍ବାଚନ: ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଡାକିଲେ ଗୁରୁତ୍ବପୂର୍ଣ ବୈଠକ

ଭୁବନେଶ୍ୱର : ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ହଟାତ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସରକାରଙ୍କୁ ଚିନ୍ତାରେ ପକାଇଛି। କୋଭିଡ୍ ସଂକ୍ରମଣରେ ହଠାତ୍ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ କି ନହିଁ ସେନେଇ ଆଶଙ୍କା ପ୍ରକାଶ ପାଇଛି । ଆଜି ଓଡିଶା ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ଯ ପ୍ରସାଦ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia