April 22, 2025

କୋଟିଆରେ ହାର ମାନିଲା ସର୍ବଦଳ, ଜିତିଲେ ଟିକାଇ ଗେମେଲ

କୋରାପୁଟ: କୋରାପୁଟରେ ହାର ମାନିଲା ସର୍ବଦଳ । ଚଳିତ ପଞ୍ଚାୟତ ନିର୍ବାଚନରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀଙ୍କୁ ହରାଇଛନ୍ତି ସ୍ୱାଧୀନ ପ୍ରାର୍ଥୀନି ଟିକାଇ ଗେମେଲ । ସବୁ କଳ୍ପନା ଜଲ୍ପନାକୁ ଅନ୍ତ ଘଟାଇ ସେ ୩୭୦୦ ଭୋଟରେ ବିଜୟ ଲାଭ କରିଛନ୍ତି । ଏହାସହ କୋରାପୁଟ ଜିଲ୍ଲା ପଟାଙ୍ଗି ଜୋନ-୧ରେ ଚିତ୍‌ପାଟାଙ୍ଗ ମାରିଛି ସର୍ବଦଳ । ଟିକାଇ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia