ଚେନ୍ନାଇ : ତାମିଲନାଡୁ ସରକାର ଶନିବାର ଦିନ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ବିଧାନସଭାରେ ଏକ ସଂକଳ୍ପ ଆଣିଛନ୍ତି ଯାହା ଭଏସ୍ ଭୋଟ ସହିତ ପାରିତ ହୋଇଛି । ପଞ୍ଜାବ, ରାଜସ୍ଥାନ, ଛତିଶଗଡ, ଦିଲ୍ଲୀ, କେରଳ ଏବଂ ପଶ୍ଚିମବଙ୍ଗ ପରେ ତାମିଲନାଡୁ କୃଷି କାନୁନକୁ ବିରୋଧ କରୁଥିବା ସପ୍ତମ ରାଜ୍ୟ ହୋଇପାରିଛି । {image-mkstalin-1630135515.jpg
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia
କୃଷି ଆଇନ ବିରୋଧରେ ପ୍ରସ୍ତାବ ଆଣିଲେ ତାମିଲନାଡୁ ସରକାର, ବିଧାନସଭାରୁ ଓ୍ୱାକ ଆଉଟ କଲେ ବିଜେପି- ଏଆଇଏଡିଏମକେ

More Stories
ମୋଦୀ କ୍ୟାବିନେଟ ହେବ ସମ୍ପ୍ରାସାରଣ ! ଚିରାଗ ପାସୱାନ୍ ଙ୍କୁ ମିଳିପାରେ ମନ୍ତ୍ରୀପଦ, ସିନ୍ଦେ ଗୋଷ୍ଠୀକୁ ମିଳିପାରେ ସୁଯୋଗ
ଅଜିତ ପାୱାରଙ୍କ ସମେତ 9 ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କଲା ଏନସିପି, ECI କୁ ଲେଖିଲା ଚିଠି
ତେଲେଙ୍ଗାନାରେ ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ, ଖମ୍ମମରେ ସାଧାରଣ ସଭାକୁ କରିବେ ସମ୍ବୋଧନ