April 20, 2025

କିଏ ସମ୍ଭାଳିବେ ଏନସିପି କମାଣ, କିଏ ହେବେ ଶରଦ ପାୱାରଙ୍କ ଉତ୍ତରାଧିକାରୀ ?

ମୁମ୍ବାଇ : ଏନସିପି ସୁପ୍ରିମୋ ଶରଦ ପାୱାର ମଙ୍ଗଳବାର ଦିନ ଦଳର ସଭାପତି ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଏହା ପରେ ମହାରାଷ୍ଟ୍ର ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ ତାଙ୍କ ପରେ ଦଳର କମାଣ କିଏ ସମ୍ଭାଳିବେ, କାହା କାନ୍ଧରେ ରହିବ

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia