April 21, 2025

‘କବୀର ସିଂ’ ପରେ ଭିକାରୀ ଭଳି ଫିଲ୍ମ ଖୋଜୁଥିଲେ ଶାହିଦ୍; ଜାଣନ୍ତୁ, କାରଣ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହିଦ କପୁରଙ୍କ ନୂଆ ଫିଲ୍ମ ଜର୍ସିର ଟ୍ରେଲର ରିଲିଜ ହୋଇଛି। ଦର୍ଶକମାନେ ଦୀର୍ଘ ଦିନ ଧରି ଶାହିଦଙ୍କ ଫିଲ୍ମକୁ ଅପେକ୍ଷା କରିଥିଲେ। ଫିଲ୍ମର ଟ୍ରେଲର ଦର୍ଶକଙ୍କ ମନକୁ ଛୁଇଁଛି । ଏହାପୂର୍ବରୁ ଶାହିଦ କପୁରଙ୍କ ଫିଲ୍ମ କବୀର ସିଂ ଆସିଥିଲା। ଯାହା ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା, କିନ୍ତୁ ଜର୍ସିର

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia