କଟକ: ORHDCଦୁର୍ନୀତି ମାମଲାରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ତାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ । ବଜାୟ ରହିଲା ବିଧାୟକ ପଦ । ଆସନ୍ତା ଫେବ୍ରୁଆରୀ ୨୨ରେ ହେବ ପରବର୍ତ୍ତି ଶୁଣାଣି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Koraput villagers seek govt nod to sell kendu leaf to private parties
Shoot us, but don’t throw us out: 72-yr-old Pak nat’l
Three killed in two separate incidents in Ganjam