ଭୁବନେଶ୍ୱର: ଓମିକ୍ରନ୍ ଭୟ ପାଇଁ ଏଥର ଫିକା ପଡ଼ିବ ବଡ଼ଦିନ । ଆଉ ଦୁଇ ଦିନ ପରେ ଆରମ୍ଭ ହୋଇଯିବ ଖ୍ରୀଷ୍ଟାମାସ୍ ବା ବଡ଼ଦିନ । ହେଲେ ଏହାପୂର୍ବରୁ ବିଏମ୍ସି କମିଶନର ସଞ୍ଜୟ ସିଂ ଏନେଇ ଗାଇଡଲାଇନ୍ ଜାରି କରିଛନ୍ତି । ବଡ଼ଦିନ ପାଳନ କରିବାକୁ ଅନୁମତି ମିଳିଛି । ହେଲେ ତାହା କଟକଣା ଭିତରେ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Jharsuguda 2nd hottest place in India at 45.4C
3 from Mum arrested for job fraud in city
5 pairs of trains cancelled for safety work