April 21, 2025

‘କଂଗ୍ରେସ ମୋର ଟ୍ରାକ୍ ରେକର୍ଡକୁ ନଷ୍ଟ କରିଦେଇଛି … ଆମକୁ ମଧ୍ୟ ବୁଡ଼ାଇ ଦେବ’, ଜାଣନ୍ତୁ ଏପରି କାହିଁକି କହିଲେ ପି.କେ

ବୈଶାଲୀ : ଦେଶର ରାଜନୈତିକ କରିଡରରେ ବେଶ୍ ଜଣାଶୁଣା ପ୍ରଶାନ୍ତ କିଶୋର । ପ୍ରତ୍ୟେକ୍ଷ ରାଜନୀତିରେ ସକ୍ରିୟ ନଥିଲେ ମଧ୍ୟ ଅନ୍ୟ ରାଜନୈତିକ ଦଳ ପାଇଁ ରଣନୀତି ପ୍ରସ୍ତୁତ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଛନ୍ତି । କେତେବେଳେ ମୋଦୀ ସରକାରକୁ ଟାର୍ଗେଟି କରି ତ କେତେବେଳେ କଂଗ୍ରେସରେ ଯୋଗ ଦେବା ନେଇ ତାଙ୍କ ବିଷୟରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia