April 22, 2025

କଂଗ୍ରେସର ଶୋଚନୀୟ ପରାଜୟ: ନେତୃତ୍ଵ ପରିବର୍ତ୍ତନ ପାଇଁ ପୁଣି ଉଠିପାରେ ସ୍ଵର

ନୂଆଦିଲ୍ଲୀ:ଉତ୍ତର ପ୍ରଦେଶରେ କଂଗ୍ରେସର ପରାଜୟ, ପଞ୍ଜାବରେ କ୍ଷମତା ଚାଲିଯିବା ସହିତ ବିପର୍ଯ୍ୟୟ ଏବଂ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ପଛରେ ପଡିଯିବା ଘଟଣା ପୁଣିଥରେ ଚର୍ଚ୍ଚାକୁ ଆସିଛି। କେବଳ ଦଳ ବାହାରେ ନୁହେଁ, ଅଧିକନ୍ତୁ, ଦଳର କେତେକ ପୁରୁଖା ନେତା ଉଠାଇଛନ୍ତି ପ୍ରଶ୍ନ। ଶତାବ୍ଦୀ ପୁରୁଣା ଏହି ଦଳ ଗୋଟିଏ ପରେ ଗୋଟେ ରାଜ୍ୟ ହାତଛଡା କରିବାରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia