April 22, 2025

କଂଗ୍ରେସରେ ଯୋଗ ଦେଇପାରନ୍ତି ପାଟୀଦାର ନେତା ନରେଶ ପଟେଲ, ଆଜି ସୋନିଆ ଗାନ୍ଧୀଙ୍କୁ ଭେଟିବେ

ନୂଆଦିଲ୍ଲୀ : ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ସେଠାକାର ରାଜନୀତି ସରଗରମ ରହିଛି । ଏହି ସମୟରେ ଗୁଜୁରାଟର ପାଟୀଦାର ନେତା ନରେଶ ପଟେଲ ଖୁବ୍ ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଖବର ଆସୁଛି । ଏଥିପାଇଁ ସେ ଆଜି ଦିଲ୍ଲୀରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia