April 22, 2025

ଔରଙ୍ଗାବାଦରେ ରାଜ ଠାକରେଙ୍କ ବିରୋଧରେ ମାମଲା ରୁଜୁ, ସଞ୍ଜୟ ରାଉତ କହିଲେ – ‘ଏଠାରେ ଚଳିବନି ଅଲ୍ଟିମେମ୍ ରାଜନୀତି’

ମୁମ୍ବାଇ : ମହାରାଷ୍ଚ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଏବଂ ଏକ ଜନ ସମାବେଶର ଆୟୋଜକଙ୍କ ବିରୋଧରେ ଔରଙ୍ଗାବାଦରେ ମାମଲା ରୁଜୁ ହୋଇଛି ଯେଉଁଠାରେ ଠାକରେ ମେ 1 ରେ ଭାଷଣ ଦେଇଥିଲେ । ତାଙ୍କ ସାଧାରଣ ସଭାର ଭିଡିଓ ଦେଖିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia