April 22, 2025

ଓସ୍କାର ପୁରସ୍କାର ବିତରଣରେ କାର୍ଯ୍ୟକ୍ରମରେ ଆଙ୍କରଙ୍କୁ ଚାପୁଡା ମାରିଲେ ବିଲ୍ ସ୍ମିଥ୍

ଲସ୍ ଏଞ୍ଜେଲ୍ସ: ଓସ୍କାର ପୁରସ୍କାର ବିତରଣ ଉତ୍ସବରେ ଘଟିଛି ଏକ ଅଭାବନୀୟ ଘଟଣା। ଲାଇଭ୍ କାର୍ଯ୍ୟକ୍ରମରେ ଆଙ୍କର କ୍ରିସ୍ ରକଙ୍କୁ ହଲିଉଡ୍‌ର ପ୍ରସିଦ୍ଧ କମେଡିଆନ୍ ବିଲ୍ ସ୍ମିଥ୍ ଏକ ଚାପୁଡା ମାରିଛନ୍ତି । ଏହି ଘଟଣା ଏବେ ହଲିଉଡ୍ ସହ ଜଡିତ କଳାକାର ତଥା ସିନେପ୍ରେମୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି ।

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia