April 23, 2025

ଓଲିଉଡ ଇଣ୍ଡଷ୍ଟ୍ରୀରେ ବି ରହିଛି ବାପି ଦା’ଙ୍କ ଛାପ, ଗାଇଛନ୍ତି ଏହି ସୁପରହିଟ୍ ଗୀତ

ଭୁବନେଶ୍ୱର: ପରଲୋକରେ ଡିସ୍କୋ କିଙ୍ଗ ବାପି ଲାହିରି । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାତ ତ୍ୟାଗ କରିଛନ୍ତି। ନିଜର ଭିନ୍ନ ରୂପ ଓ ଶୈଳୀ ପାଇଁ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ କରୁଥିଲେ । ସୁପରହିଟ୍ ଫିଲ୍ମ ଚଲତେ ଚଲତେ, କଭୀ ଅଲବିଦା ନା କେହେନା, ଆଇ ଆମ୍‌ ଏ ଡିସ୍କୋ ଡାନ୍ସର,

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia