ଭୁବନେଶ୍ୱର: ସମୁଦ୍ରରେ ଦୁର୍ବଳ ହେଲା ବାତ୍ୟା ‘ଜଓ୍ବାଦ’ । ପୁରୀ ଉପକୂଳ ଛୁଇଁଲାନି । ଓଡ଼ିଶା ଉପରୁ ବିପଦ ଟଳିଛି। ଦୁର୍ବଳ ହେବା ପରେ ବାତ୍ୟା ଜୱାଦ ଅବପାତରେ ପରିଣତ ହୋଇଛି। ପୁନଶ୍ଚ ଉତ୍ତର ଉତ୍ତର-ପୂର୍ବକୁ ଗତି କରି ମଧ୍ୟରାତ୍ରି ସୁଦ୍ଧା ଅଧିକ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶାରୁ ବିପଦ ଟଳିବା
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
CPI leader Dibakar Nayak dies at 72
Fake transgender held for kidnapping boy
Santhal community in K’jhar celebrates festival