April 21, 2025

ଓଡ଼ିଶା ଅନେକ ଶ୍ରେଷ୍ଠ ପ୍ରାମାଣିତ ମଡ଼େଲର ଏନ୍ତୁଡ଼ିଶାଳ: କେନ୍ଦ୍ରୀୟ ସଚିବ

ଭୁବନେଶ୍ୱର: ଉତ୍ତମ ପ୍ରଶାସନ (ଗୁଡ ଗଭର୍ନାନ୍ସ ) ପାଇଁ ଶ୍ରେଷ୍ଠ ପ୍ରାମାଣିତ (ବେଷ୍ଟ ପ୍ରାକ୍ଟିସ) ନମୁନା ମଡ଼େଲ (ଇନିଟିଏଟିଭ୍‌) ଗୁଡିକର ଅନ୍ୟତ୍ର ପ୍ରୟୋଗ ଶୀର୍ଷକ ଆଞ୍ଚଳିକ ସମ୍ମିଳନ ଆଜି ରାଜ୍ୟ ଲୋକସେବା ଭବନ କନଭେନସନ୍‌ ସେଣ୍ଟରଠାରେ ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଓ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia