April 22, 2025

ଓଡ଼ିଶାରେ ସର୍ବନିମ୍ନ କରୋନା ସଂକ୍ରମଣ, ଗତ 24 ଘଣ୍ଟାରେ ମାତ୍ର ଜଣେ ରୋଗୀ ଚିହ୍ନଟ

ଭୁବନେଶ୍ୱର : ସଂକ୍ରମଣ ଆରମ୍ଭ ହେବା ଦିନ ଠାରୁ ଏଯାବତ୍ ଆଜି ରାଜ୍ୟରେ ସର୍ବନିମ୍ନ ସଂକ୍ରମଣ ରେକର୍ଡ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia