April 22, 2025

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ରାଜମୌଲିଙ୍କ ‘RRR’

ହାଇଦ୍ରାବାଦ: ଖୁବଶୀଘ୍ର OTT ପ୍ଲାଟଫର୍ମରେ ଧମାଲ ମଚାଇବ ରାଜାମୌଲିଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘RRR’ । ଯଦି ଆପଣ ଏହି ଫିଲ୍ମ ବଡ଼ ପରଦାରେ ମିସ କରିଦେଇଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆପଣ ଏବେ ଘରେ ବସି ଏହି ଆକ୍ସନ ଡ୍ରାମା ଫିଲ୍ମର ମଜା ନେଇ ପାରିବେ । 25 ମାର୍ଚ୍ଚରେ ରିଲିଜ ହୋଇଥିବା

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia