April 22, 2025

ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିର ସମନ, ଜାଣନ୍ତୁ କେଉଁ ମାମଲାରେ ହେବ ପଚରାଉଚୁରା

ମୁମ୍ବାଇ : ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି । ସୂଚନାନୁସାରେ, ଏକ ମାମଲାରେ ଏଜେନ୍ସି ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପାଇଁ ଡକାଇଛି । ଆଜି (ଡିସେମ୍ବର 20) ED ଐଶ୍ୱର୍ଯ୍ୟାଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଯାଇଛି । ପାନାମା ପେପର ଲିକ୍ ମାମଲାରେ ତାଙ୍କୁ ପଚରାଯିବ, ଏ ବାବଦରେ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia