April 21, 2025

ଏୟାର ଇଣ୍ଡିଆର ବିନିବେଶ ଉପରେ ନିଜ ସରକାର ବିରୋଧରେ ହାଇକୋର୍ଟରେ ପହଞ୍ଚିଛନ୍ତି ସ୍ୱାମୀ, ଜାନୁଆରୀ 6 ରେ ଆସିବ ନିଷ୍ପତ୍ତି

ନୂଆଦିଲ୍ଲୀ : ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଯେଉଁଥିପାଇଁ ମଙ୍ଗଳବାର (ଜାନୁଆରୀ 04) ଦିନ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଦିଲ୍ଲୀ ହାଇକୋର୍ଟରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ବନ୍ଦ କରିବା ନିବେଦନକୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia