April 21, 2025

ଏହି ପ୍ରଶ୍ନର ଉତ୍ତର ଦେଇ ବ୍ରହ୍ମାଣ୍ଡ ସୁନ୍ଦରୀ ବନିଲେ ହରନାଜ ସାନ୍ଧୁ

ନୂଆଦିଲ୍ଲୀ: ଭାରତର ହରନାଜ ସାନ୍ଧୁ ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ମନୋନୀତ ହୋଇଛନ୍ତି । ସେ ଇସ୍ରାଏଲରେ ଅନୁଷ୍ଠିତ 70 ତମ ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ମିସ୍ ୟୁନିଭର୍ସ 2021 ମୁକୁଟ ପିନ୍ଧିଛନ୍ତି । ଏହି ପ୍ରତିଯୋଗିତା ଆଜି ସକାଳେ ଇସ୍ରାଏଲର ଶେଷ ହୋଇଛି । ଜିତିବାକୁ ଫାଇନାଲିଷ୍ଟ ତାଲିକାରେ ପାରାଗୁଏ, ଭାରତ ଏବଂ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗାମାନେ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia