ଏସସିବି ୟୁରୋଲୋଜି ବିଭାଗରେ ହେବ ରୋବଟିକ୍ ସର୍ଜରୀ

କଟକ: ଏସସିବି ମେଡିକାଲ ୟୁରୋଲୋଜି ବିଭାଗରେ ହେବ ରୋବୋଟିକ୍‌ ସର୍ଜରୀ । ଏଥ୍‌ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ ରୋବୋଟ ଅଣାଯିବା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ବିଭାଗୀୟ ମୁଖ୍ୟ ଡ ସମୀର ସ୍ବାଇଁ କହିଛନ୍ତି ଯେ, ରୋବୋଟିକ୍‌ ସର୍ଜରୀ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia