April 30, 2025

ଏରସମାରେ ସର୍ବାଧିକ: ଜାଣନ୍ତୁ, କେଉଁଠି କେତେ ପରିମାଣ ବର୍ଷା ରେକର୍ଡ ହୋଇଛି ?

ଭୁବନେଶ୍ବର: ଜଗତସିଂପୁର ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଏରସମାରେ ସର୍ବାଧିକ ବର୍ଷା ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସୁନ୍ଦରଗଡ଼ ହେମଗିରିରେ ୨୧୦.୪ ମିଲିମିଟର, ପୁରୀ ଅସ୍ତରଙ୍ଗରେ ୧୬୮ ମିଲିମିଟର ଓ ପୁରୀ ସହରରେ ୯୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ସମ୍ବଲପୁରରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia