April 22, 2025

ଏମାର ମଠ ପରିସରରୁ ବାହାରିଲା ବିରଳ ସିଂହ ମୂର୍ତ୍ତି

ପୁରୀ: ସ୍ଥାନୀୟ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ଖନନ ବେଳେ ପୁରାତନ ସିଂହ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଜିପିଆରଏସ ହୋଇନଥିବାରୁ ଏପରି ଘଟିଥିବା କୁହାଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିବାଦ ପରେ ଏବେ ପୁରାତନ ସିଂହ ମୂର୍ତ୍ତି ମିଳିବା ପୁଣି ଏକ ବିବାଦ ସୃଷ୍ଟି କରିଛି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia