April 22, 2025

ଏମଏସଏମଇ କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ପୁରସ୍କୃତ ହେଲା ଓଡିଶା

ଭୁବନେଶ୍ୱର: ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରର ପ୍ରୋତ୍ସାହନରେ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡିଶା ଶୀର୍ଷରେ ରହିଛି । ଏହି କ୍ଷେତ୍ରକୁ ଏହାର ଅର୍ଥନୀତିରେ ଅବଦାନ ପାଇଁ ଉତ୍ସାହିତ କରିବା ପାଇଁ ରାଜ୍ୟକୁ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ମନ୍ତ୍ରଣାଳୟର ବିଭିନ୍ନ କ୍ଷେତ୍ରରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia