April 21, 2025

ଏନସିପିରେ ଯୋଗ ଦେଲେ ଗତ ବର୍ଷ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଯୋଗାନନ୍ଦ ଶାସ୍ତ୍ରୀ, ସଦସ୍ୟତା ଦେଲେ ଶରଦ ପାୱାର

ନୂଆଦିଲ୍ଲୀ : କଂଗ୍ରେସ ଦଳର ପୂର୍ବତନ ବରିଷ୍ଠ ନେତା ତଥା ଦିଲ୍ଲୀ ବିଧାନସଭାର ପୂର୍ବତନ ବାଚସ୍ପତି ଯୋଗାନନ୍ଦ ଶାସ୍ତ୍ରୀ ବୁଧବାର ଦିନ ଏନସିପି ରେ ଯୋଗ ଦେଇଛନ୍ତି । ସେ ଏନସିପି ସଭାପତି ଶରଦ ପାୱାରଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ, ଯୋଗାନନ୍ଦ ଶାସ୍ତ୍ରୀ ବିଧାନସଭା ନିର୍ବାଚନ ପୂର୍ବରୁ 2020 ମସିହାରେ କଂଗ୍ରେସ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia