April 23, 2025

ଏଥର ଜମିବ ଦୀପାବିଳୀ, ଭୁବନେଶ୍ୱରର ୭ଟି ସ୍ଥାନରେ ବିକ୍ରି ହେବ ବାଣ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବିଳୀ । ଏଥର ବେଶ୍ ଧୂମଧାମରେ ପାଳିତ ହେବ ଆଲୋକର ପର୍ବ । ଦୀର୍ଘ ଦୁଇ ବର୍ଷ ପରେ ଏଥର ବିନା କଟକଣାରେ ଏହି ପର୍ବ ପାଳିବେ ରାଜ୍ୟବାସୀ । ଏନେଇ ଏବେଠୁ ଅନେକ ସ୍ଥାନରେ ବାଣ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia