April 21, 2025

ଉପ-ନିର୍ବାଚନ ଫଳାଫଳ ଯୋଗୁଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିଛି କେନ୍ଦ୍ର : ପି ଚିଦାମ୍ବରମ୍

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପରେ କଂଗ୍ରେସ ସାଂସଦ ପି ଚିଦାମ୍ବରମ୍ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଦେଶରେ ନିକଟରେ ହୋଇଥିବା ଉପ-ନିର୍ବାଚନ ଭାରତୀୟ ଜନତା ପାର୍ଟିକୁ ଝଟକା ଦେଇଛି । ଏହି କାରଣରୁ କେନ୍ଦ୍ର ସରକାର ପେଟ୍ରୋଲ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia