April 23, 2025

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନ୍ତିମ ପର୍ଯ୍ୟାୟ ମତଦାନର ଲାଇଭ ଅପଡେଟ

ଲକ୍ଷ୍ନୋ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ଶେଷ ପର୍ଯ୍ୟାୟରେ 54ଗୋଟି ଆସନ ପାଇଁ ମତଦାନ ହେବ। ଏଥିରେ ବିଭିନ୍ନ ରାଜନୈତିକ ଦଳ ତଥା ସ୍ଵାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ରଣାଙ୍ଗନରେ ଥିବା 613 ଜଣଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର। ଏହି ବିଧାନସଭା ଆସନ ଗୁଡିକ ମଧ୍ୟରେ ନକ୍ସଲ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia