April 22, 2025

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ 58 ଆସନ ପାଇଁ ମତଦାନ

ଲକ୍ଷ୍ନୋ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା କାଲି ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11 ଜିଲ୍ଲାର 58ଟି ଆସନ ପାଇଁ ପଡିବ ଭୋଟ । ମୁଖ୍ୟତଃ ଏହି ଆସନ ଗୁଡିକ ପଶ୍ଚିମ ଉତ୍ତରପ୍ରଦେଶର । କୋବିଡ ନିର୍ଦେଶବଳୀ ମଧ୍ୟରେ ହେଉଥିବା ଯୋଗୁ ସକାଳ 7ଟାରୁ ମତଦାନ ଆରମ୍ଭ ହେବ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia