April 21, 2025

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ବିଜେପିରେ ଯୋଗ ଦେଲେ କଂଗ୍ରେସର ବାଗୀ ବିଧାୟିକା ଅଦିତି ସିଂ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଆଉଏକ ଝଟକା। ରାୟବରେଲି ସଦର ବିଦ୍ରୋହୀ କଂଗ୍ରେସ ବିଧାୟକ ଆଦିତ୍ୟ ସିଂ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ସ୍ଵତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ଆଦିତ୍ୟ ସିଂ ଆଜି ରାଜ୍ୟ ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି। ଆଦିତ୍ୟ ସିଂଙ୍କ ବ୍ୟତୀତ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia