April 23, 2025

ଉତ୍ତର ପ୍ରଦେଶ ନିର୍ବାଚନ: ସମସ୍ତ ପ୍ରତିକୂଳ ପରିସ୍ଥିତିକୁ କିପରି ମୁକାବିଲା କଲା ବିଜେପି

ଲକ୍ଷ୍ନୋ: ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପି ପୁଣିଥରେ କ୍ଷମତା ଅକ୍ତିଆର କରୁଥିବା ଅନେକଙ୍କୁ ବିସ୍ମିତ କରିଛି। ଦରବୃଦ୍ଧି, ଚାଷୀ ଆନ୍ଦୋଳନ, ନିର୍ବାଚନ ଦ୍ଵାରଦେଶରେ ଲଖିମପୁର ଖେରୀ ଚାଷୀ ମୃତ୍ୟୁ ଘଟଣା ହେଉ ଅଥବା କରୋନା ମହାମାରୀ ଯୋଗୁ ଆର୍ଥିକ ସମସ୍ଯାରେ ପଡିଥିବା ଲୋକଙ୍କ ଦୁର୍ଦ୍ଦଶା ହେଉ, ଏହାର ସିଧା ପ୍ରଭାବ ସରକାରରେ ଥିବା ବିଜେପି ଉପରେ ପଡିବ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia