April 23, 2025

ଉତ୍ତର ପ୍ରଦେଶରେ ପାଞ୍ଚ ପର୍ଯ୍ୟାୟ ମତଦାନ ସରିଲା: ବିଜେପିକୁ ସୁହାଇବକି କମ ପ୍ରତିଶତ ଭୋଟିଙ୍ଗ

ନିର୍ବାଚନରେ ଏକ ସାଧାରଣ ଟ୍ରେଣ୍ଡ ହେଉଛି ମତଦାନ ପ୍ରତିଶତ ଅଧିକା ହେଲେ ଏହା ଶାସନରେ ଥିବା ଦଳର ବିରୋଧରେ ଯାଇଥାଏ । ରାଜନୈତିକ ବିଶାରଦମାନଙ୍କ ବିଶ୍ଳେଷଣ ହେଲା, ଶାସନରେ ଅସନ୍ତୁଷ୍ଟ ହେଲେ ନାଗରିକମାନେ ଆକ୍ରୋଶର ସହ ଅଧିକ ସଂଖ୍ଯାରେ ଭୋଟ ଦାନ କରିଥାନ୍ତି। ଶାସନରେ ଅଧିକ ସନ୍ତୁଷ୍ଟ ଥିବା ନାଗରିକ ବିଶେଷ ପରିବର୍ତ୍ତନ ପାଇଁ ଆଗ୍ରହ କରନ୍ତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia