April 21, 2025

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଙ୍କ ବଡ଼ ବିଜୟ, 54 ହଜାର ଭୋଟରେ ହେଲେ ବିଜୟୀ

ଦେହରାଡୁନ୍ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଚମ୍ପାୱତ୍ ବିଧାନସଭା ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛନ୍ତି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ 54,000 ରୁ ଅଧିକ ଭୋଟ ବ୍ୟବଧାନରେ ଚମ୍ପାୱତ୍ ଉପ-ନିର୍ବାଚନରେ ଜିତିଛନ୍ତି । ପୁଷ୍କର ସିଂହ ଧାମୀ 54,121 ଭୋଟରେ ଜିତିଛନ୍ତି । ବିଜୟ ପରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia