April 21, 2025

ଇମ୍ରାନ ଖାନଙ୍କୁ ‘ବଡ ଭାଇ’ କହିଲେ ନବଜୋତ ସିଂହ ସିଦ୍ଧୁ, ଭିଡିଓ ସେୟାର କଲେ ବିଜେପି ନେତା ମାଲଭିୟ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଶନିବାର ଦିନ ନିଜ ଟ୍ୱିଟରରେ ନବଜୋତ ସିଂହ ସିଦ୍ଧୁଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯାହା ପରେ ରାଜନୈତିକ ହଙ୍ଗାମା ଆରମ୍ଭ ହୋଇଛି । ଏହି ଭିଡିଓରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ କରତାରପୁର ଜଣେ ଅଧିକାରୀଙ୍କୁ ଆଲିଙ୍ଗନ କରି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia