April 20, 2025

ଇଡି ସ୍କାନରରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ କିଛି ଠିକ୍ ଚାଲିନାହିଁ । କେତେଳେ ଅଭିନେତାଙ୍କ ନାମ ଡ୍ରଗ୍ ମାମଲାରେ ଆସୁଛି ଥାଏ, କେତେବେଳେ ଟଙ୍କା ହେରଫେର ମାମଲାରେ । ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ED) ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ସ୍କାନରକୁ ଆଣିଛି । ତାଙ୍କୁ ଦିଲ୍ଲୀର ଇଡି ଟିମ୍ ଦ୍ବାର ଘଣ୍ଟା ଘଣ୍ଟା ପଚରାଉଚରା
Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia