April 30, 2025

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ: ଭାଙ୍ଗିଛି ୧୮୬୬ ଘର, ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ଏବେ ବି ଜଳବନ୍ଦୀରେ

ଭୁବନେଶ୍ୱର: ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ । ଚଳିତ ବନ୍ୟାରେ ୭ ଲକ୍ଷ ୧୩ ହଜାର ଲୋକ ପ୍ରଭାବିତ ହୋଇଥିବା କହିଛନ୍ତି ସରକାର । ଏବେ ବି ୪ ଲକ୍ଷ ୭୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ୧୩ଟି ଜିଲ୍ଲାର ୭୩ଟି ବ୍ଲକର ୬୦୭ ପଞ୍ଚାୟତ ପ୍ରଭାବିତ ହୋଇଛି । ଏଥିରେ ୨୨୩୨ଟି ଗାଁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia