April 21, 2025

ଆସନ୍ତା ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରରେ ସରକାର ଗଢିବ ବିଜେପି: ନାରାୟଣ ରାଣେ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାରକୁ ହଟାଇବା ପାଇଁ ବିଜେପି ବାରମ୍ବାର ଚେଷ୍ଟା କରୁଛି ବୋଲି ରାଜ୍ୟରେ କ୍ଷମତାରେ ଥିବା ମହା ବିକାଶ ଅଘାଡି ଅନେକ ଥର ଅଭିଯୋଗ କରିଛି। ଏହି ବାଦବିବାଦ ମଧ୍ୟରେ ଏକ ବଡ ଧରଣର ଖୁଲାସା କରିଛନ୍ତି ନାରାୟଣ ରାଣେ। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ତଥା ମହାରାଷ୍ଟ୍ର ବିଜେପି ନେତା ନାରାୟଣ ରାଣେ ଏକ ଆଶ୍ଚର୍ଯ୍ୟଜନକ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia