April 20, 2025

ଆସନ୍ତା କାଲି ପିପିଲି ଭୋଟ୍ ଗଣତି, ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଭୋଟ୍ ଗଣତି

ଭୁବନେଶ୍ୱର : ଆସନ୍ତା କାଲି ପ୍ରକାଶ ପାଇବ ପିପିଲି ଉପ ନିର୍ବାଚନ ଫଳାଫଳ । ଏନେଇ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଆସନ୍ତା କାଲି ସକାଳ 8 ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । 3ଟି ହଲରେ କାଉଣ୍ଟିଂ ହେବାକୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia