April 29, 2025

ଆରମ୍ଭ ହେଲା ରଥଟଣା, ଶ୍ରୀମନ୍ଦିର ଅଭିମୁଖେ ତିନିରଥ

ପୁରୀ: ଗଜପତିଙ୍କ ଛେରାପହଁରା ପରେ ଆରମ୍ଭ ହୋଇଛି ରଥଟଣା । ଶରଧାବାଲିରୁ ପ୍ରଥମେ ଗଡିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ରଥକୁ ଟାଣି ନେଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ନଅ ଦିନର ଯାତ୍ରା ପରେ ରତ୍ନସିଂହାସନକୁ ଫେରିବେ ମହାପ୍ରଭୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ପ୍ରଭୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia