April 23, 2025

ଆରପାରିରେ ସ୍ୱର ସାମ୍ରାଜ୍ଞୀ; ଜାଣନ୍ତୁ, କେତେ ସମ୍ମନର ଅଧିକାରୀ ଲତା ଦିଦି

ଭୁବନେଶ୍ୱର: ଆରପାରିରେ ସ୍ୱର ସାମ୍ରାଜ୍ଞୀ ତଥା ଭାରତ ରତ୍ନ ଲତା ମଙ୍ଗେସକର । ୫୧ ବର୍ଷ ମଧ୍ୟରେ ଲତାଙ୍କୁ ୭୫ରୁ ଅଧିକ ପୁରସ୍କାର ମିଳିଛି । ଭାରତ ସରକାରଙ୍କଠାରୁ ୫ଟି ପୁରସ୍କାର ମିଳିଛି । ୨୦୦୮ରେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଛନ୍ତି । ବେଷ୍ଟ ଫିମେଲ୍ ପ୍ଲେ ବ୍ୟାକ୍ ସିଙ୍ଗର ପାଇଁ ତାଙ୍କୁ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia