April 21, 2025

ଆମାଜନ ପ୍ରାଇମରେ ଦେଖିପାରିବେ ‘ଭିକି-କ୍ୟାଟ’ଙ୍କ ବିବାହ ଭିଡିଓ, 80 କୋଟିରେ ବିକ୍ରି ହୋଇଛି ରାଇଟ୍ସ

ମୁମ୍ବାଇ: ଆଜି କ୍ୟାଟ୍ରିନା କୈଫ-ଭିକି କୌଶଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଜସ୍ଥାନର ସାୱାଇ ମାଧୋପୁରର ସେନ୍ସ ଦୁର୍ଗରେ ଦୁହେଁ ବିବାହ ସମ୍ପନ୍ନ ହୋଇଛି । କ୍ୟାଟ୍ରିନା ଏବଂ ଭିକିଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଏହି ରାଜକୀୟ ବିବାହ ଉତ୍ସବର ଭିଡିଓ ଆମାଜନ ପ୍ରାଇମରେ ଦେଖିପାରିବେ । ଆମାଜନ୍ ପ୍ରାଇମ 80 କୋଟିରେ ବିକ୍ରି

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia