ଆଜି ଷଷ୍ଠୀ ଓଷା: ଜାଣନ୍ତୁ ଏହାର ପାଳନ ବିଧି

ଭୁବନେଶ୍ୱର: ଆଜି ଷଷ୍ଠୀ ଓଷା । କାହିଁ କେଉଁ କାଳୁ ଓଡ଼ିଶାର ଘରେ ଘରେ ପାଳନ କରାଯାଉଛି ଏହି ବ୍ରତ । ଏହି ଦିନ  ଜନ୍ମଦେବୀ ମା’ ଷଠୀ ଠାକୁରାଣୀଙ୍କର ପୂଜା କରାଯାଏ । ଏହି ପାରମ୍ପରିକ ଓଷାକୁ କେଉଁଠି କେଉଁଠି ଷଠି ବ୍ରତ ବୋଲି ମଧ୍ୟ କୁହାଯାଏ । ସେହିପରି ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia