April 21, 2025

ଆଜି ଶେଷ ହୋଇପାରେ ସଂସଦ ଶୀତ ଅଧିବେଶନ ! ଜାଣନ୍ତୁ ଲୋକସଭା-ରାଜ୍ୟସଭାରେ ଦିନସାରା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ : ନିଲମ୍ବିତ 12 ଜଣ ରାଜ୍ୟସଭା ସାଂସଦ ତଥା ଲକ୍ଷ୍ମୀପୁର ଖେରୀ ମାମଲାରେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବିରେ ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି । ତେବେ ସୂତ୍ରରୁ ପ୍ରକାଶ ଯେ ସଂସଦର ଶୀତକାଳୀନ ଅଧିବେଶନ ଆଜି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ହୋଇପାରେ । ଏହାପୂର୍ବରୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia